iLearnO ଏକ ଶିକ୍ଷଣ ସୃଜନୀ ପ୍ରକଳ୍ପ , ତିନୋଟି ଉଦ୍ଦେଶ୍ୟ କୁ ନେଇ ଆମର ଏହି ପ୍ରକଳ୍ପ ର ପରିକଳ୍ପନା କରାଯାଇଅଛି । ଶିକ୍ଷଣ ସମର୍ଥ ଶିକ୍ଷାର୍ଥୀ , ଶିକ୍ଷଣ ସଶକ୍ତ ଶିକ୍ଷକ ଓ ଶିକ୍ଷଣ ସଚେତିତ ସମାଜ । ଆମେ SOCIAL MEDIA ଭଳି ଏହି ପ୍ରକଳ୍ପ କୁ ଆମେ ଉପସ୍ଥାପନ କରୁଅଛୁ । ଯେ କେହି ଆମ iLearnO ସହିତ ଯୋଡି ହୋଇ ପାରିବ । ଶିକ୍ଷଣ ସଂପର୍କୀୟ ଯେ କୌଣସି ବିଚାର ଆମ ଏହି ପ୍ରକଳ୍ପ ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ଆମେ ଅନୁରୋଧ କରୁଅଛୁ
ସର୍ବ ପ୍ରଥମେ web browser ରେ www.ilearno.in କୁ search କରି ଆମ website ର home page କୁ ଵିସିତ କରନ୍ତୁ । Home page ର right top corner (ଡାହାଣ ଉପର କୋଣ) ରେ ଥିବା COMMUNITY କୁ touch/click କରି ilearno ର social media platform କୁ visit କରିପାରିବେ । ବର୍ତ୍ତମାନ ପାଇଁ ଆମେ sign-up କୁ open କରିନାହୁଁ । ଆପଣ ଙ୍କୁ ଅନୁରୋଧ , ଏଠାରେ ଥିବା CONTACT TAB କୁ touch/click କରି ଆପଣ ଆପଣଙ୍କ sign-up details କୁ submit କରନ୍ତୁ । ଆମେ ଆପଣଙ୍କୁ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ login details ଜଣାଇଦେବୁ
